ଅପମିଶ୍ରଣ ଅଭିଯୋଗ: ସିଲ୍ ହେଲା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ

ମାହାଙ୍ଗା: ପେଟ୍ରୋଲରେ କେମିକାଲ ମିଶାଇବା ଘଟଣାକୁ ନେଇ ସିଲ ହେଲା ଇଣ୍ଡିଆନ ଅଏଲର ତେଲ ଟାଙ୍କି। ମାହାଙ୍ଗା ଜଳେଶ୍ୱରପୁର ପଞ୍ଚାୟତ ଅଳୀଯୋଡ଼ା ଇଣ୍ଡିଆନ ଅଏଲ ତେଲ ଟାଙ୍କିରେ ଅପମିଶ୍ରିତ ପେଟ୍ରୋଲ ଘଟଣାକୁ ନେଇ ଟାଙ୍କିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କଲା IOCL। ଏଥିସହ ପେଟ୍ରୋଲ ସାମ୍ପୁଲକୁ ମଧ୍ୟ କଲିକତା ପଠାଯାଇଛି। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି IOCL ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.