ଆଜି ରାଜଧାନୀ ଭୁବନେଶ୍ୱରରୁ ୬୮୩ କରୋନା ପଜିଟିଭ୍‌ ଚିହ୍ନଟ, ୩୩୨ ସୁସ୍ଥ

ଭୁବନେଶ୍ୱରରୁ ଆଜି ୬୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୧୦୭ କ୍ୱାରେଣ୍ଟାଇନ ଓ ୫୭୬ ଜଣ ଲୋକାଲ କଣ୍ଟାକ୍ଟ କେସରୁ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ବିଟ ଜରିଆରେ ଏହି ସୂଚନା ଦେଇଛି ବିଏମସି । ଅନ୍ୟ ପକ୍ଷରେ ଭୁବନେଶ୍ୱରରୁ ଆଜି ୩୩୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.