ଭୁବନେଶ୍ୱର ଆଚାଯ୍ୟ ବିହାର ଓଭର ବ୍ରିଜ୍ ଉପରେ ଦୁର୍ଘଟଣା, ଡିଭାଇଡ଼ରରେ ପିଟି ହୋଇ ଓଲଟିଲା ବାଇଗଣ ବୋଝେଇ ପିକଅପ୍ ଭ୍ଯାନ୍

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଆଚାଯ୍ୟ ବିହାର ଓଭର ବ୍ରିଜ୍ ଉପରେ ଦୁର୍ଘଟଣା। ଡିଭାଇଡ଼ରରେ ପିଟି ହୋଇ ଓଲଟିଲା ବାଇଗଣ ବୋଝେଇ ପିକଅପ୍ ଭ୍ଯାନ୍। ବରମୁଣ୍ଡା ପଟୁ କଟକ ଆଡକୁ ଯାଉଥିବା ସମୟରେ ହଠାତ୍ ପିକଅପ୍ ଭ୍ଯାନଟି ଓଲଟି ପଡିଥିଲା। ତେବେ ଏହି ଦୁର୍ଘଟଣାରେ ଡ୍ରାଇଭର ଜଣକ ଆହତ ହୋଇଥିବା ଜଣାପଡିଛି । ଏପଟେ ପୋଲିସ ସହାୟତାରେ ଓଭର ବ୍ରିଜରୁ ଦୁର୍ଘଟଣାଗ୍ରସ୍ତ ଗାଡିଟିକୁ ବାହାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.