ଉତ୍ତର ଭାରତ ତୀର୍ଥ ସାରି ଗୟାରୁ ଓଡିଶା ଫେରୁଥିବା ସମୟରେ ହଜାରିବାଗ ଅଞ୍ଚଳରେ ବସ୍ ଦୁର୍ଘଟଣା: ୪ ମୃତ ଓ ୩୫ ଆହତ

କଣିହାଁ(କେନ୍ୟୁଜ୍): ଉତ୍ତର ଭାରତ ତୀର୍ଥ ସାରି ଗୟାରୁ ଓଡିଶା ଫେରୁଥିବା ସମୟରେ ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ବସ୍ ଦୁର୍ଘଟଣା ଗ୍ରସ୍ତ। ବସ୍ କୁ  ଏକ ଟ୍ରେଲର ଧକ୍କା ଦେବା ଫଳରେ  ୪ଜଣଙ୍କ ମୃତ୍ଯୁ ହୋଇଥିବାବେଳେ, ୩୫ଜଣ ଆହତ ହୋଇଛନ୍ତି। ତୀର୍ଥଯାତ୍ରୀ ମାନଙ୍କ ମଧ୍ଯରେ ତାଳଚେର କଣିହାଁ ବ୍ଲକ କଂସମୁଣ୍ତା ଗ୍ରାମର ୬୯ ବର୍ଷିୟ ମନୁ ବେହେରା (୬୯) ଓ ମେନକା ପ୍ରଧାନ (୭୩)ଙ୍କ ମୃତ୍ଯୁ ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.