ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବେ ପୁରୀ ସାଂସଦ ପିନାକୀ ମିଶ୍ର

ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ସଂସଦରେ ରାଜ୍ୟର ଦାବିକୁ ଉପସ୍ଥାପନ କରି ପ୍ରାପ୍ୟ ହାସଲ କରିବାକୁ ଜୋରଦାର ପ୍ରୟାସ ହେବ ବୋଲି କହିଛନ୍ତି ପିନାକୀ । ବିଜେଡି ସାଂସଦମାନେ ଏକ ସ୍ୱରରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ରେଳବାଇ ଆଦି କ୍ଷେତ୍ରରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.