ପୋଲିସର ସ୍ପେଶାଲ କୋଭିଡ ଡ୍ରାଇଭ୍: ରାଜ୍ୟ ବିଭିନ୍ନ ସ୍ଥାନରୁ ୨୪ ଘଣ୍ଟାରେ ୩୦ ଲକ୍ଷ ୫୯ ହଜାର ୬୫୦ ଫାଇନ୍‌ ଆଦାୟ

ଭୁବନେଶ୍ବର: ରାଜ୍ୟରେ ୨୪ ଘଣ୍ଟା ଭିତରେ ପୋଲିସର ସ୍ପେଶାଲ କୋଭିଡ ଡ୍ରାଇଭରେ ୩୦ ଲକ୍ଷ ଫାଇନ୍‌ ଆଦାୟ। ଗତ ୨୪ ଘଣ୍ଟାରେ ମୋଟ ୩୦,୫୯,୬୫୦ ଟଙ୍କା ଫାଇନ୍‌ ଆଦାୟ କରାଯାଇଛି।

ମାସ୍କ ବ୍ୟବହାର ନକରିବା, ସାମାଜିକ ଦୂରତାର ଉଲ୍ଲଂଘନ କରିଥିବାରୁ ଫାଇନ ଆଦାୟ ହୋଇଛି । ୨ଟି ମାମଲା ରୁଜୁ, ୯୦୨ ଗାଡ଼ି ଜବତ ଓ ୧୭ଜଣଙ୍କୁ ଗିରଫ କରାଯାଇଛି। ସାରା ରାଜ୍ୟରେ ସ୍ପେଶାଲ କୋଭିଡ ଏନଫୋର୍ସମେଣ୍ଟ ଚାଲିଛି। ଖିଲାପକାରୀଙ୍କ ଉପରେ କଡ଼ା ନଜର ରଖାଯିବା ସହ ସେମାନଙ୍କ ଠାରୁ ଚାଲାଣ କଟାଯାଉଛି। ଏହି ଅଭିଯାନ ୧୦ ଦିନ ଧରି ଚାଲିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.