Below header

କମିଶନରେଟ ପୋଲିସକୁ ବଡ ସଫଳତା, ୪୮ଘଣ୍ଟାର ଅପରେସନରେ ୧୨ ଅପରାଧୀ ଗିରଫ

ଭୁବନେଶ୍ବର(କେନ୍ୟୁଜ୍) : କମିଶନରେଟ ପୋଲିସକୁ ବଡ ସଫଳତା । ୪୮ଘଣ୍ଟାର ଅପରେସନରେ ୧୨ ଅପରାଧୀ ଗିରଫ । ସେମାନଙ୍କ ନିକଟରୁ ଦୁଇଟି ବନ୍ଧୁକ ସହ ୨ଶହ ଗ୍ରାମର ସୁନା ଅଳଙ୍କାର ଓ ୧୦୫ଗ୍ରାମର ରୂପା ଗହଣା ଜବତ । ଦୀର୍ଘଦିନ ହେବ ରାଜଧାନୀ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ଏମାନେ ଲୁଟପାଟ ଚଳାଇଥିବା ଅଭିଯୋଗ ହୋଇଥିଲା । ଏଭିତରେ ଗୋଟିଏ ମାସରେ ଭୁବନେଶ୍ୱର କମିଶନରେଟ ପୋଲିସ ୧୩ଟି ବନ୍ଧୁକ ଜବତ କରିବା ସହ ୩୫ଜଣ ଅପରାଧୀଙ୍କୁ ଧରିଛି । ୫ଶହ ଜଣଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି ହୋଇଥିବା ବେଳେ ୯୫ ଜଣଙ୍କୁ ବୁକ୍ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.