Below header

ଗନ୍ଧମାର୍ଦ୍ଦନରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ପଦ୍ମପୁର (କେ ନ୍ୟୁଜ୍‌) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ସ୍ଥିତ ଗନ୍ଧମାର୍ଦ୍ଦନ ପର୍ବତରେ ପୋଲିସ-ମାଓବାଦୀ ଗୁଳି ବିନିମୟ। ୧୦ରୁ ୧୨ ଜଣ ମାଓବାଦୀ ଥିବା ଜାଣିବାକୁ ପାଇଥିଲା ପୋଲିସ । ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲା ପୋଲିସ । ହେଲେ ମାଓବାଦୀମାନେ ପୋଲିସ ଉପରକୁ ଗୁଳିମାଡ଼ କରିଥିଲେ । ପୋଲସ ମଧ୍ୟ ପାଲଟା ଆକ୍ରମଣ କରିଥିଲା । ଏଥିରେ ଦୁଇ ଜଣ ମାଓବାଦୀ ଆହତ ହୋଇଥିବା ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରୁ ୧୬ଟି ଗୁଳି ଓ କିଛି ମାଓ ସାମଗ୍ରୀ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.