କଟକ ବଡ଼ମେଡିକାଲ ଆଇସିୟୁରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଆଲୋକ ସାହୁକୁ ଧରିଲା ପୋଲିସ

କଟକ(କେନ୍ୟଜ୍): ଆଇସିୟୁରୁ ଚମ୍ପଟ ମାରିଲା ଅଭିଯୁକ୍ତ । କଟକ ବଡ଼ମେଡିକାଲ ଆଇସିୟୁରୁ ଫେରାର୍‌ ଆଲୋକ ସାହୁକୁ ଧରିଲା ପୋଲିସ । କଟକ ପିଠାପୁର ଅଞ୍ଚଳରୁ ତାକୁ ଧରାଯାଇଛି । ମଦ ବ୍ୟବସାୟ ଅଭିଯୋଗରେ ରଘୁନାଥପୁର ଥାନା ପୋଲିସ ଆଲୋକକୁ ଥାନାକୁ ଆଣିଥିଲା। ତେବେ ସେ ଥାନା ଭିତରେ ଫିନାଇଲ ପିଇଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ଗତକାଲି ରାତିରେ ଏସ୍‌ସିବି ସେଣ୍ଟ୍ରାଲ ଆଇସିୟୁରୁ ସେ ଚମ୍ପଟ ମାରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.