ଘଷିପୁରାରେ ରାଜନୈତିକ ହିଂସା : ୩ ଜଣ ବିଜେଡି ସମର୍ଥକ ଆହତ

କେନ୍ଦୁଝର (କେନ୍ଯୁଜ୍) : ଘଷିପୁରାରେ ରାଜନୈତିକ ହିଂସା । ବିଜେଡି ଓ ସନା ସେନା ମଧ୍ୟରେ ସଂଘର୍ଷ । ଏଥିରେ ୩ ଜଣ ବିଜେଡି ସମର୍ଥକ ଆହତ ହୋଇଛନ୍ତି । ଘଷିପୁରା ବସଷ୍ଟାଣ୍ଟ ନିକଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷଙ୍କ ମଧ୍ୟରେ ପାରପିଟ୍ ଓ ହଣାକଟା ହୋଇଥିଲା । ଆକ୍ରମଣରେ ଆନନ୍ଦପୁର ପୌର ଉପାଧ୍ୟକ୍ଷ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଗାଡ଼ି ଡ୍ରାଇଭରଙ୍କ ସମେତ ଅନ୍ୟ ୫ ଜଣ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.