ବାଂଲାଦେଶରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ
ନୂଆଦିଲ୍ଲୀ: ବାଂଲାଦେଶରେ ହିଂସା କାଣ୍ଡ ବନ୍ଦ ହେବାର ନାଁ ନେଉ ନାହିଁ । ଏହି ଅଶାନ୍ତି ମଧ୍ୟରେ ପୁଣି ଏକ ହିନ୍ଦୁ ମନ୍ଦିରରେ ନିଆଁ ଲଗାଯାଇଛି ।
ସୂଚନାନୁସାରେ, ବାଂଲାଦେଶରେ ଏକ ଇସ୍କନ୍ ମନ୍ଦିରରେ ଲୋକମାନେ ନିଆଁ ଲଗାଇଛନ୍ତି। ନିଆଁରେ ଲକ୍ଷ୍ମୀ ନାରାୟଣଙ୍କ ପ୍ରତିମା ପୋଡ଼ି ଯାଇଥିବାବେଳେ…