ମୟୁରଭଞ୍ଜରେ ଜିଲ୍ଲା ପରିଷଦ ପାର୍ଥି ପାଇଁ ଚାଲିଛି ଉପନିର୍ବାଚନ, ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ

ମୟୁରଭଞ୍ଜ ଜିଲ୍ଲାର ୪୨ ନମ୍ବର ଜୋନର ଜିଲ୍ଲା ପରିଷଦ ପାର୍ଥି ପାଇଁ ଚାଲିଛି ଉପନିର୍ବାଚନ। ଆଜି ସକାଳ ୭ଟା ରୁ ମତଦାନ ଆରମ୍ଭ ହେଇ ଦିନ ୧ ଟା ପର୍ଯ୍ୟନ୍ତ ଚାଲିବ ।

କରଞ୍ଜିଆ (କେନ୍ୟୁଜ): ମୟୁରଭଞ୍ଜ ଜିଲ୍ଲାର ୪୨ ନମ୍ବର ଜୋନର ଜିଲ୍ଲା ପରିଷଦ ପାର୍ଥି ପାଇଁ ଚାଲିଛି ଉପନିର୍ବାଚନ। ଆଜି ସକାଳ ୭ଟା ରୁ ମତଦାନ ଆରମ୍ଭ ହେଇ ଦିନ ୧ ଟା ପର୍ଯ୍ୟନ୍ତ ଚାଲିବ । ଯଶିପୁର ବ୍ଲକର ୧୦ ଟି ଗ୍ରାମ ପଞ୍ଚାୟତ ର ୧୧୭ଟି ବୁଥରେ ଚାଲିଛି ମତଦାନ । ଏହି ୧୦ ଟି ପଞ୍ଚାୟତ ହେଉଛି ଶିମିଳିପାଳ ଏବଂ ଶିମିଳିପାଳ ପାଦଦେଶରେ ଅବସ୍ତିତ। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ପ୍ରତ୍ୟେକ ବୁଥରେ ବ୍ୟବସ୍ଥା କରାଯାଇଛି । ଏହି ଉପନିର୍ବାଚନରେ ୬ ଜଣ ପାର୍ଥି ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.