ସୁବର୍ଣ୍ଣରେଖା ନଦୀରେ ଆସିପାରେ ବନ୍ୟା, ଗାଲିଡିହ ବ୍ୟାରେଜରୁ ପାଣି ଛାଡିଲା ଝାଡଖଣ୍ଡ

ପାରାଦୀପ: ବାତ୍ୟା ପରେ ବନ୍ୟା ଭୟ । ସୁବର୍ଣ୍ଣରେଖା ନଦୀରେ ଆସିପାରେ ବନ୍ୟା । ବାତ୍ୟା ୟସ ଫଳରେ ଗାଲିଡିହ ବ୍ୟାରେଜରୁ ପାଣି ଛାଡିଲା ଝାଡଖଣ୍ଡ । ଫଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି ।

ସୁବର୍ଣ୍ଣରେଖାରେ ବନ୍ୟା ଆସିପାରେ ବୋଲି କହିଛନ୍ତି ଏସଆରସି । ଆଜି ସକାଳ ୬ଟା ସମୟରେ ଜାମୋଶୋଳା ଘାଟରେ ବିପଦ ସଙ୍କେତ ୪୯.୧୬ ମିଟର ଥିବା ବେଳେ ରହିଛି ୫୦.୮୮ ମିଟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.