ଗାଧୋଇବାକୁ ଯାଇ ସୁବର୍ଣ୍ଣରେଖା ନଦୀରେ ଭାସି ଗଲେ ଛାତ୍ର, ଏଯାଏଁ ମିଳୁନି ପତ୍ତା
ଜଳେଶ୍ୱର: ଗାଧୋଇବାକୁ ଯାଇ ସୁବର୍ଣ୍ଣରେଖା ନଦୀରେ ଭାସି ଗଲେ ଜଣେ ଦଶମ ଶ୍ରେଣୀର ଛାତ୍ର । ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ଗଡ଼ସାହିବାଲିଆପାଳ ପଂଚାୟତର ସୁବର୍ଣ୍ଣରେଖା ନଦୀ ଘାଟକୁ ୩ ଜଣ ସାଙ୍ଗ ହୋଇ ଗାଧେଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ସୁବର୍ଣ୍ଣରେଖା ନଦୀରେ ଭାସି…