ନିର୍ବାଚନ ଲଢ଼ିବେନି ପ୍ରଭାତ ବିଶ୍ୱାଳ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ

କଟକ : ଚୌଦ୍ୱାର କଟକ ବିଧାୟକ ପ୍ରଭାତ ବିଶ୍ୱାଳ ନିର୍ବାଚନ ଲଢିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ ପ୍ରଭାତ ବିଶ୍ୱାଳ । ନୈତିକା ଦୃଷ୍ଟିରୁ ସେ ନିର୍ବାଚନ ନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଚିଟ୍‌ଫଣ୍ଡ ନେଇ ତାଙ୍କ ନାଁରେ ଏକ ମାମଲା ରହିଛି। ଯେତେ ପର୍ଯ୍ୟନ୍ତ ଏହି ମାମଲରୁ ସେ ମୁକୁଳି ନାହାନ୍ତି ସେତେ ପର୍ଯ୍ୟନ୍ତ ସେ ନିର୍ବାଚନ ନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଦଳ ଯଦି ଚାହିଁବ ତେବେ ସେ ଦଳୀୟ କାର୍ଯ୍ୟ କିମ୍ବା ପ୍ରଚାର କରିପାରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ପ୍ରଭାତ ବିଶ୍ୱାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.