Below header

ଅଷ୍ଟ୍ରେଲିଆର ପୂର୍ବତନ ଅଫ୍‌ସ୍ପିନର୍‌ ବ୍ରୁସ୍‌ ୟାର୍ଡଲୀଙ୍କ ଦେହାନ୍ତ

ଲଣ୍ଡନ୍‌ : ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନ୍‌ ବୋଲର, କୋଚ୍‌ ତଥା ଭାଷ୍ୟକାର ବ୍ରୁସ୍‌ ୟାର୍ଡଲୀଙ୍କର ପରଲୋକ ହୋଇଯାଇଛି । ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ ୨୦୧୬ରୁ କର୍କଟ ରୋଗରେ ପୀଡ଼ିତ ଥିଲେ । ୧୯୭୮ରୁ ୧୯୮୩ ମଧ୍ୟରେ ସେ ଅଷ୍ଟ୍ରେଲିଆ ପକ୍ଷରୁ ୩୩ଟି ଟେଷ୍ଟ ୧୨୬ଟି ଓ୍ଵିକେଟ୍‌ ଦଖଲ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.