ପ୍ରମିଳା ମଲ୍ଲିକଙ୍କୁ ମିଳିଲା ୨ଟି ବିଭାଗର ବଡ଼ ଦାୟିତ୍ବ, ନିଜ ବିଭାଗ ସହ ଶ୍ରମ ଓ ଶିକ୍ଷା ବିଭାଗର ଦାୟିତ୍ବ ତୁଲାଇବେ

ଗତକାଲି ଗଣଶକ୍ଷା ବିଭାଗର ମନ୍ତ୍ରୀ ସମୀର ଦାସଙ୍କ ସହ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପରେ ଆଜି ଏହି ଦୁଇଟି ବିଭାଗର ଦାୟିତ୍ବ  ପ୍ରମିଳା ତୁଲାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

କେନ୍ୟୁଜ୍(ବ୍ୟୁରୋ):  ବିପର୍ଯ୍ୟୟ ଓ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ୨ଟି ବିଭାଗର ବଡ଼ ଦାୟିତ୍ବ। ନିଜ ବିଭାଗ ସହ ଅତିରିକ୍ତ ଦୁଇଟି ବିଭାଗର ଦାୟିତ୍ବ ତୁଲାଇବେ। ଗତକାଲି ଗଣଶକ୍ଷା ବିଭାଗର ମନ୍ତ୍ରୀ ସମୀର ଦାସଙ୍କ ସହ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପରେ ଆଜି ଏହି ଦୁଇଟି ବିଭାଗର ଦାୟିତ୍ବ  ପ୍ରମିଳା ତୁଲାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।