Below header

ଡାକ୍ତରଙ୍କ ମହାନତା, ପ୍ରସୂତୀ ମହିଳାଙ୍କୁ ଭାରା କରି କାନ୍ଧରେ ବୋହିନେଲେ ୨୦ କିଲୋମିଟର

କାଲିମେଳା(କେନ୍ୟୁଜ୍): ମହାନତା ଦେଖାଇଲେ ଡାକ୍ତର । ପ୍ରସୂତୀ ମହିଳାଙ୍କୁ ଭାରା କରି କାନ୍ଧରେ ବୋହିନେଲେ ୨୦ କିଲୋମିଟର । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କାଲିମେଳା କୁର୍ମାନୁର ପଞ୍ଚାୟତର କହୁଡିଦୁଳା ଗଣ୍ଡି ଗାଁରେ । ଗାଁକୁ ଏକ ଡାକ୍ତରୀ ଟିମ୍‌ ସ୍ୱାସ୍ଥ୍ୟ ଶିବିର ପାଇଁ ଯାଇଥିଲା । ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରସୂତୀ ମହିଳାଙ୍କୁ ଦେଖିଥିଲେ । ଗାଡିରେ ମେଡିକାଲ ନେବାକୁ ରାସ୍ତା ନଥିବାରୁ ଡାକ୍ତର ରାଧାଶ୍ୟାମ ଜେନାଙ୍କ ନେତୃତ୍ୱରେ ଡାକ୍ତରୀ ଟିମ୍‌ ମହିଳାଙ୍କୁ କାନ୍ଧରେ ଭାରା କରି ନେଇ ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.