ପାଚେରୀ ଡେଇଁ କଏଦୀ ଚମ୍ପଟ,ଜେଲ୍‌ କର୍ମଚାରୀଙ୍କ ଚାଲିଛି ଖୋଜାଖୋଜି

ସୋର(କେନ୍ୟୁଜ୍):  ପାଚେରୀ ଡେଇଁ କଏଦୀ ଚମ୍ପଟ । ବାଲେଶ୍ୱର ଜିଲ୍ଲା ସୋର ମୂଳିସିଂ ସ୍ଥିତ ସବ୍‌ ଜେଲରୁ ପାଚେରୀ ଡେଇଁ କଏଦୀ ଚମ୍ପଟ ମାରିଛି । ମୟୂରଭଞ୍ଜ ଠାକୁରମୁଣ୍ଡା ଅଞ୍ଚଳର ଅଭିଯୁକ୍ତ ବିଚାରଧୀନ କଏଦୀ ଭାବେ ସୋର ସବ୍‌ ଜେଲ୍‌ରେ ଥିଲେ।

ଆଜି ପାଚେରୀ ଡେଇଁ ବିଲରେ ଦୌଡ଼ି ଫେରାର ହୋଇଯାଇଥିବା ଦେଖିବାକୁ ମିଳିଛି। ଚମ୍ପଟ୍‌ ମାରିଥିବା କଏଦୀଙ୍କୁ ଜେଲ୍‌ର ସମେତ ଜେଲ୍‌ କର୍ମଚାରୀମାନେ ଖୋଜାଖୋଜି କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.