ଆରମ୍ଭ ହେଲା ପଦୋନ୍ନତି ଅଦାଲତ, ପ୍ରଥମ ପର୍ଯ୍ୟାୟରେ ୩ଦିନ ହେବାକୁ ଥିବା ଅଦାଲତ ଆଜିଠାରୁ ହୋଇଛି ଆରମ୍ଭ

କେନ୍ୟୁଜ୍(ବ୍ୟୁରୋ):ଆରମ୍ଭ ହୋଇଛି ପଦୋନ୍ନତି ଅଦାଲତ । ପ୍ରଥମ ପଯ୍ୟାର୍ୟରେ ୩ଦିନ ହେବାକୁ ଥିବା ଅଦାଲତ ଆଜିଠାରୁ ଆରମ୍ଭ ହୋଇଛି । ମୁଖ୍ୟ ଶାସନ  ସଚିବ ଙ୍କ ଠାରୁ ଆରମ୍ଭ କରି ୬ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଅଭିଯୋଗର ଶୁଣାଣି କରିଛନ୍ତି । କେଉଁ କାରଣ ପାଇଁ ପଦୋନ୍ନତିରେ ବିଳମ୍ବ ହୋଇଛି ସେନେଇ ଆରମ୍ଭ ହୋଇଛି ତନାଘନା । ୬ଟି ସ୍ଥାନରେ ବସିଛି ପଦୋନ୍ନତି ଅଦାଲତ । ମୋଟ୍‌ ୯ହଜାର ଅଭିଯୋଗ ଆସିଛି । ପ୍ରଥମ ପଯ୍ୟାର୍ୟରେ ୨ହଜାରରୁ ଅଧିକ ଅଭିଯୋଗ ଉପରେ ଶୁଣାଣି କରାଯି । ପ୍ରକୃତ ଅଭିଯୋଗର ତୁରନ୍ତ ଶୁଣାଣି କରାଯିବ । ଫେବ୍ରୁଆରୀ ୧୫ସୁଦ୍ଧା ଅଭିଯୋଗ ଗୁଡିକ ଉପରେ ଫଇସଲା କରାଯିବ । ଅଭିଯୋଗରେ କାହା ନାମରେ ଅଭତିଯୋଗ ଆସିଲେ କିମ୍ବା ଅନୀୟମିତତା ନେଇ ପ୍ରମାଣ ମିଳିଲେ କାର୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସାଧାରଣ ପ୍ରଶାସନ ବିଭାଗ ସଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.