Below header

ମାଲକାନଗିରି: ପାରିବାରିକ କଳହକୁ ନେଇ ଜ୍ୱାଇଁର ତୀରମାଡରେ ଶାଶୁ ଗୁରୁତର, ମାଥିଲି ମେଡିକାଲରେ ଭର୍ତ୍ତି

ମାଲକାନଗିରି(କେନ୍ୟୁଜ୍): ଜ୍ୱାଇଁର ତୀର ମାଡ଼ରେ ଶାଶୁ ଗୁରୁତର । ମାଲକାନଗିରି ଜିଲ୍ଲା ମାଥିଲି ଥାନା ମହୁପଦର ଗାଁରେ ଏହି ଘଟଣା ଘଟିଛି । ପାରିବାରିକ କଳହକୁ ନେଇ ଜ୍ୱାଇଁ ତୀର ମାରିଥିବା ସୂଚନା ମିଳିଛି । ଗୁରୁତର ହେଲେ ଆଇତି ଦୁରୁଆ । ଗୁରୁତର ଶାଶୁଙ୍କୁ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଛି । କୌଣସି କାରଣକୁ ନେଇ ଶାଶୁ ଓ ଜ୍ୱାଇଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷପ୍ତ ହୋଇ ଜ୍ୱାଇଁ ଶାଶୁକୁ ତୀର ମାଡ କରିଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.