ବଦଳିଲେ ପୁରୀ ଏସପି ଅଖିଳେଶ୍ବର ସିଂହ, ସମ୍ବଲପୁର ଏସପି  କନଓ୍ୱର ବିଶାଳ ସିଂହ ହେବେ ପୁରୀର ନୂଆ ଏସପି

କେନ୍ୟୁଜ୍(ବ୍ୟୁରୋ):  ବଦଳିଲେ ପୁରୀ ଏସପି ଅଖିଳେଶ୍ବର ସିଂହ ।  ତାଙ୍କ ଜାଗାରେ ସମ୍ବଲପୁର ଏସପି  କନଓ୍ୱର ବିଶାଳ ସିଂହଙ୍କୁ ଦିଆଗଲା ଦାୟିତ୍ବ । ଅଖିଳେଶ୍ବର ସିଂହଙ୍କୁ  ଏସପି ହେଡକ୍ବାଟର୍ସକୁ ବଦଳି କରାଯାଇଥିବାର ସୂଚନା ମିଳିଛି । ହାଜତ ମ୍‌ତ୍ୟୁ ଘଟଣାକୁ ନେଇ ଲାଗି ରହିଥିବା ଅଶାନ୍ତି କାରଣରୁ ଏସପିଙ୍କୁ ବଦଳି କରାଯାଇଥିବାର ଚର୍ଚ୍ଚା ହେଉଛି।

bishal singh

ଅଖିଳେଶ୍ବର ପୂର୍ବରୁ କଟକ ଡସିପି ଦାୟିତ୍ବରେ ଥିଲେ ।ଚଳିତ ବର୍ଷ ସେ ପୁରୀ ଏସପି ଭାବେ ଦାୟିତ୍ବ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.