OSCBC କମିଶନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ରଘୁନାଥ ବିଶ୍ୱାଳ, ସଦସ୍ୟ ଭାବେ ଦାୟିତ୍ୱ ନେଲେ ତିନିଜଣ

କେନ୍ୟୁଜ୍(ବ୍ୟୁରୋ):  OSCBC କମିଶନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ରଘୁନାଥ ବିଶ୍ୱାଳ । ଏହାସହ ତିନିଜଣ ସଦସ୍ୟ ଡକ୍ଟର ନବନୀତା ରଥ, ମିତାଲି ଚିନ୍ନାରା ଓ ପ୍ରସନ୍ନ କୁମାର ପାତ୍ର ଦାୟିତ୍ୱ ନେଇଛନ୍ତି । କୌଣସି ଜାତିର ଲୋକ ଓବିସି ବର୍ଗକୁ ଆସିବା ପାଇଁ ଚାହିଁଲେ ଆସିପାରିବେ ।

ଏହାସହ କୌଣସି ଓବିସି ବର୍ଗରେ ଥାଇ, ସାମାଜିକ ଓ ଆର୍ଥିକ ସ୍ତରରେ ସ୍ୱଚ୍ଛଳ ଥାଆନ୍ତି, ସେମାନଙ୍କ ନାମ ଓବିସି ତାଲିକାରୁ ହଟାଇ ପାରିବେ । ଏଥିପାଇଁ ଡାଟାବେସ ତିଆରି ହେବ । ରାଜ୍ୟରେ କେତେ ଓବିସି ଅଛନ୍ତି, ତାହାର ଡାଟା ପ୍ରସ୍ତୁତ ହେବ ବୋଲି କହିଛନ୍ତି ରଘୁନାଥ ବିଶ୍ୱାଳ ।
 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.