Below header

ବେଆଇନ ଇଟାଭାଟି ଉପରେ ଚଢ଼ାଉ ଟ୍ରାକ୍ଟର ଓ ଜେସିବି ମେସିନ ଜବତ 

ଭବାନୀପାଟଣା : ସରକାରଙ୍କୁ ରାଜସ୍ୱ ଫାଙ୍କି ବେଆଇନ ଭାବେ ତିଆରି ଚାଲିଥିବା ଇଟା ଭାଟି ଉପରେ ପ୍ରଶାସନର ଚଢ଼ାଉ । ବହୁ ଦିନ ଧରି ନଦୀ ପଠାରେ ବେଆଇନ ଭାବେ ଲକ୍ଷ ଲକ୍ଷ ଇଟା ଗଢି ବିକ୍ରି କରୁଛନ୍ତି ।

JCB

ଏହି ବେଆଇନ୍‌ କାର୍ଯ୍ୟ ସମ୍ପର୍କରେ ଖବର ପାଇ ଆଜି କୋକସରା ତହସିଲଦାର ମନୋଜ ପାଢ଼ୀଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା । କାଉଡୋଳା ବାଞ୍ଜିବାହାଲ ରାସ୍ତା ମୁଦ୍ରା ନଦୀ ପଠା ନିକଟରେ ଚଢ଼ାଉ କରାଯାଇ ଇଟାଭାଟିରୁ ୬ଟି ଟ୍ରାକ୍ଟର ସହ ଜେସିବି ମେସିନ ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.