କଟକ: ପ୍ରବଳ ବର୍ଷାରେ ଉବୁଟୁବୁ କଟକ ସହର। ଗତକାଲିଠାରୁ ଲଗାଣ ବର୍ଷାରେ ଜଳାର୍ଣ୍ଣବ ହୋଇଯାଇଛି ସହର। ଯୁଆଡେ ଚାହିଁବ ପାଣି ଆଉ ପାଣି। ଫଳରେ ପିଲାମାନେ ସ୍କୁଲ, କଲେଜ ଯିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପଟେ ଜାଇକା କାମ ଅଧପନ୍ତରିଆ ହୋଇ ପଡିଥିବାରୁ ଲୋକଙ୍କ ସମସ୍ୟା ଆହୁରି ବଢିଯାଇଛି।