ପୁରୀ : ସଂସ୍କୃତ ବଞ୍ଚାଅ ନାରାରେ ରାସ୍ତାକୁ ଓହ୍ଲାଇଛନ୍ତି ବିଦ୍ୟାର୍ଥୀ

ପୁରୀ : ସଂସ୍କୃତ ବଞ୍ଚାଅ ନାରାରେ ରାସ୍ତାକୁ ଓହ୍ଲାଇଛନ୍ତି ବିଦ୍ୟାର୍ଥୀ । ପୁରୀ ସଦାଶିବ ସଂସ୍କୃତ ଛାତ୍ର ସଂସଦ ପକ୍ଷରୁ ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଶାଳ ଶୋଭାଯାତ୍ରା କରିବା ସହ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସଂସ୍କୃତ ଭାଷାର ରକ୍ଷା ଏବଂ ରାଜ୍ୟରେ ସଂସ୍କୃତ ପ୍ରତି ହୋଇଥିବା ଅବହେଳା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.