ଜମି କିସମ ପରିବର୍ତ୍ତନ କରିବାକୁ ତହସିଲଦାର ନେଉଥିଲେ ୧୫ହଜାର ଟଙ୍କା ଲାଞ୍ଚ: ଧରିଲା ଭିଜିଲାନ୍ସ

କରଞ୍ଜିଆ(କେନ୍ୟୁଜ୍): ୧୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍‌ସ ହାତରେ ଧରାପଡ଼ିଲେ ତହସିଲଦାର। ଜମି କିସମ ପରିବର୍ତ୍ତନ କରିବାକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରା ପଡ଼ିଛନ୍ତି।

tahasildar

ମୟୂରଭଞ୍ଜ ରରୁଆଁ ବ୍ଲକ ଭଞ୍ଜିକିଆ ଗାଁର ଚକ୍ରଧର ମହାନ୍ତଙ୍କ ଜମିର କିସମ ପରିବର୍ତ୍ତନ ପାଇଁ ୪୦ହଜାର ଟଙ୍କା ଦାବି କରିଥିଲେ ତହସିଲଦାର ସତ୍ୟସୁନ୍ଦର ରାଉତ। ରରୁଆ ଅମିନ କମଳ ପାତ୍ରଙ୍କ ଜରିଆରେ ପୂର୍ବରୁ ୨୫ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଆଜି ଆଉ ୧୫ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରା ପଡ଼ିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.