Browsing Tag

vigilance trapped

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଆରଆଇ ଗିରଫ

ଭଦ୍ରକ : ଲାଞ୍ଚୁଆ ଆରଆଇ ଗିରଫ। ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ବନ୍ତ ତହସିଲର କେନ୍ଦୁଆପଦା ରାଜସ୍ୱ ନିରୀକ୍ଷକ ଶରତ ଜେନା। ଚାଷଜମିକୁ ଘରବାଡ଼ି କିସମରେ ପରିଣତ କରିବାକୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି। ଖାନାବାଡି ଅଞ୍ଚଳର ପ୍ରଶାନ୍ତ ଜେନା ନିଜର ଜମିକୁ ଘରବାଡି କରିବା…

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଓଏସଏପି ପ୍ରଥମ ବାଟାଲିୟନର କମାଣ୍ଡାଣ୍ଟ, ୧ଲକ୍ଷ ୩୧ ହଜାର ୫୩୫ ଟଙ୍କା ଜବତ

କଟକ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଓଏସଏପି ପ୍ରଥମ ବାଟାଲିୟନର କମାଣ୍ଡାଣ୍ଟ ସୁନୀଲ କୁମାର ବେହେରା। ଗତକାଲି ଢେଙ୍କାନାଳରୁ କଟକ ସ୍ଥିତ ବାସଭବନକୁ ଆସିବା ବେଳେ ତାଙ୍କୁ ମଧୁସୂଦନ ସେତୁ ନିକଟରେ ମାଡ଼ି ବସିଥିଲା ଭିଜିଲାନ୍ସର ଏକ ଟିମ। ସେ ତାଙ୍କ ଅଫିସ ଗାଡ଼ିରେ ଘରକୁ ଫେରୁଥିଲେ ।…

ଘର ବାରି କିସମ ପରିବର୍ତ୍ତନ ପାଇଁ ରେଭିନ୍ୟୁ ଆସିଷ୍ଟାଣ୍ଟ ନେଉଥିଲେ ୫୦ ହଜାର ଟଙ୍କା ଲାଞ୍ଚ, ମାଡ଼ି ବସିଲା ଭିଜିଲାନ୍ସ

ପୁରୀ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ରେଭିନ୍ୟୁ ଆସିଷ୍ଟାଣ୍ଟ ଜିତୁ ରଞ୍ଜନ ଛାଟୋଇ । ସେ ପୁରୀ ସବକଲେକ୍ଟର ଅଫିସରେ କାର୍ଯ୍ୟରତ । ଏକ ଜମିଜମା ମାମଲାରେ ଘର ବାରି କିସମ ପରିବର୍ତ୍ତନ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଜିତୁ ରଞ୍ଜନ ଛାଟୋଇଙ୍କ ଦୁଇଟି…

ଦରମା ଦଉନି କି ସନ୍ତୁଷ୍ଟି? ୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ତହସିଲ ସେକ୍ସନ ଅଫିସର

ବଲାଙ୍ଗୀର(କେନ୍ୟୁଜ୍): ୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ତହସିଲ ସେକ୍ସନ ଅଫିସର। ବଲାଙ୍ଗୀର ବେଲପଡା ତହସିଲ ସେକ୍ସନ ଅଫିସର ଯୁଗଳ କିଶୋର ରାଉତ। ଏକ ଜମିଜମା ମାମଲାରେ ଅଭିଯୋଗକାରୀଙ୍କ ସପକ୍ଷରେ ତହସିଲଦାରଙ୍କ ନିର୍ଦ୍ଦେଶ କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ। ଲାଞ୍ଚ ଟଙ୍କା ଜବତ କରିଛି…

ଜମି କିସମ ପରିବର୍ତ୍ତନ କରିବାକୁ ତହସିଲଦାର ନେଉଥିଲେ ୧୫ହଜାର ଟଙ୍କା ଲାଞ୍ଚ: ଧରିଲା ଭିଜିଲାନ୍ସ

କରଞ୍ଜିଆ(କେନ୍ୟୁଜ୍): ୧୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍‌ସ ହାତରେ ଧରାପଡ଼ିଲେ ତହସିଲଦାର। ଜମି କିସମ ପରିବର୍ତ୍ତନ କରିବାକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରା ପଡ଼ିଛନ୍ତି। ମୟୂରଭଞ୍ଜ ରରୁଆଁ ବ୍ଲକ ଭଞ୍ଜିକିଆ ଗାଁର ଚକ୍ରଧର ମହାନ୍ତଙ୍କ ଜମିର କିସମ ପରିବର୍ତ୍ତନ ପାଇଁ…

ଭିଜିଲାନ୍ସ ଜାଲରେ ହିନ୍ଦୋଳ ଏସଡିପିଓ; ୩୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଢେଙ୍କାନାଳ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ପୋଲିସ ଏସଡିପିଓ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତିରିଶ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ବିଭାଗ। ହିନ୍ଦୋଳ କାରନ୍ଦା ଅଞ୍ଚଳର ଦୁଃଖବନ୍ଧୁ ସାହୁ ନାମକ ଜଣେ ପଥରଖଣି…

ପୁଣି ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଧିକାରୀ: ଜଣେ ହେଲେ ଗଜପତି ନୂଆଗଡ BEO ଓ ଅନ୍ୟଜଣେ କଟକ ଜିଲ୍ଲାପାଳଙ୍କ ଅଫିସର…

କଟକ(କେନ୍ୟୁଜ୍): ଗଜପତି ଭିଜିଲାନ୍ସ ଜାଲରେ ନୂଆଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ । ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ନାୟକଙ୍କ ଠାରୁ ଏରିୟର ଟଙ୍କା କରାଇଦେବାକୁ ନେଉଥିଲେ ୩୦ ହଜାର ଟଙ୍କାର ଲାଞ୍ଚ । ଏତିକି ବେଳେ ନୂଆଁଗଡ ବିଇଓ ବ୍ରଜ କୁମାର ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଭିଜିଲାନ୍ସର ଦୁଇଟି…

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ଏଏସଆଇ ରବି ସାହୁ, ୫ ହଜାର ଲାଞ୍ଚ ଟଙ୍କା ଜବତ

ଭୁବନେଶ୍ୱର(କେନ୍ୟୁଜ) : ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଛନ୍ତି ଜଣେ ପୋଲିସ ଏଏସଆଇ । ଜଣେ ଅଭିଯୁକ୍ତଙ୍କ ନାମରେ କେସ ଫାଇଲ କରିବାକୁ ଧମକ ଦେଇ ଲାଞ୍ଚ ଟଙ୍କା ମାଗିଥିଲେ । ହେଲେ ଲାଞ୍ଚ ଗ୍ରହଣ କଲାବେଳେ ଭିଜିଲାନ୍ସ ଟିମ ମାଡ଼ି ବସିଛନ୍ତି । ତାଙ୍କ ଠାରୁ ଲାଞ୍ଚ ଟଙ୍କା…

ଲାଞ୍ଚ ନେଇ ଗିରଫ ହେଲେ ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକଙ୍କ ସହ ମହିଳା କର୍ମଚାରୀ

ଯାଜପୁର ଟାଉନ(କେନ୍ୟୁଜ) : ଲାଞ୍ଚ ନେଇ ଗିରଫ ହେଲେ ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକ ଓ ଅନ୍ୟ ଜଣେ କର୍ମଚାରୀ। ହସ୍ତଶିଳ୍ପ ବିଭାଗ ଯାଜପୁର ରୋଡ଼ ଶାଖାର ସହ ନିର୍ଦ୍ଦେଶକ ପ୍ରଭାତ ମିଶ୍ର ଅନ୍ୟ ଜଣେ ମହିଳା କର୍ମଚାରୀ ଲକ୍ଷ୍ମୀ ପ୍ରିୟା ମହାରଣା ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…