Below header

ଘର ବାରି କିସମ ପରିବର୍ତ୍ତନ ପାଇଁ ରେଭିନ୍ୟୁ ଆସିଷ୍ଟାଣ୍ଟ ନେଉଥିଲେ ୫୦ ହଜାର ଟଙ୍କା ଲାଞ୍ଚ, ମାଡ଼ି ବସିଲା ଭିଜିଲାନ୍ସ

ପୁରୀ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ରେଭିନ୍ୟୁ ଆସିଷ୍ଟାଣ୍ଟ ଜିତୁ ରଞ୍ଜନ ଛାଟୋଇ । ସେ ପୁରୀ ସବକଲେକ୍ଟର ଅଫିସରେ କାର୍ଯ୍ୟରତ । ଏକ ଜମିଜମା ମାମଲାରେ ଘର ବାରି କିସମ ପରିବର୍ତ୍ତନ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଜିତୁ ରଞ୍ଜନ ଛାଟୋଇଙ୍କ ଦୁଇଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.