ଅଟକାଇ ପାରିଲାନି ଫନି, ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀକ୍ଷେତ୍ରରେ ତିନି ଠାକୁରଙ୍କ ରଥକାମ ଅନୁକୂଳ

ପୁରୀ : ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀକ୍ଷେତ୍ର ପୁରୀରେ ତିନି ଠାକୁରଙ୍କ ରଥକାମ ଅନୁକୂଳ ହୋଇଛି । ବାତ୍ୟା ଫନି ପାଇଁ ନିରାଡ଼ମ୍ବର ଭାବେ ଏହି କାର୍ଯ୍ୟ ସମ୍ପାଦନ କରାଯାଇଛି । ପାରମ୍ପରିକ ରୀତିନୀତି ଅନୁସାରେ ରଥଖଳାରେ ତିନି ଧଉରା କାଠ ପୂଜା କରାଯିବା ସହ ଦେଉଳ ପୁରୋହିତ ସୁବର୍ଣ୍ଣ କୁରାଢ଼ୀରେ ଚୋଟ ମାରି ରଥକାମ ଅନୁକୂଳ କରିଥିଲେ । ଘୋଷ ଯାତ୍ରା ପାଇଁ ଆଜିଠାରୁ ରଥ ନିର୍ମାଣ କାମ ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.