Below header

ଏପ୍ରିଲ ୫ରେ ଧାମନଗର ଏନଏସିରେ ପୁନଃ ମତଦାନ: ଦିନ ୧୦ ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ

ଭଦ୍ରକ (କେନ୍ୟୁଜ): ଏପ୍ରିଲ ୫ରେ ଧାମନଗର ଏନସିରେ ରି-ପୋଲ୍‌ । ଧାମନଗର ଏନଏସିର ୬ଟି ବୁଥ୍‌ରେ ପୁନଃମତଦାନ ହେବ । ଧାମନଗର ଏନଏସିର ୩, ୮, ୯, ୧୬, ୧୭, ୧୮ ନମ୍ବର ବୁଥ୍‌ରେ ହେବ ପୁନଃମତଦାନ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.