Below header

କୋଣାର୍କ ମନ୍ଦିରରେ ଏକାଧିକ ଫାଟ ନାହିଁ ବିପଦ , ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ପ୍ରତ୍ନତତ୍ତ୍ୱ ବିଭାଗ

କୋଣାର୍କ(କେନ୍ୟୁଜ୍) : ହାଇକୋର୍ଟରେ ପ୍ରତ୍ନତତ୍ତ୍ୱ ବିଭାଗ ନିର୍ଦ୍ଦେଶକଙ୍କ ସତ୍ୟପାଠ ଦାଖଲ । କୋଣାର୍କର ସୁରକ୍ଷା, ସଂରକ୍ଷଣ ଓ ମରାମତିର ତତ୍ତ୍ୱାବଧାନ ପାଇଁ ଦାୟର ମାମଲାରେ ଏହି ସତ୍ୟପାଠ ଦାଖଲ ହୋଇଛି । କୋଣାର୍କ ମନ୍ଦିରରେ ଏକାଧିକ ଫାଟ ଥିବା ଏଥିରେ କୁହାଯାଇଛି । ତେବେ ଏହି ଫାଟ ଯୋଗୁ କୋଣାର୍କ ମନ୍ଦିର ପ୍ରତି ବିପଦ ନଥିବା ସତ୍ୟପାଠରେ ଉଲ୍ଲେଖ ରହିଛି । ପୂର୍ବରୁ ଏକ ବୈଷୟିକ ଦଳ କୋଣାର୍କ ମନ୍ଦିର ଯାଞ୍ଚ କରି ପ୍ରଦାନ କରିଥିବା ରିପୋର୍ଟରେ କ’ଣ ଉଲ୍ଲେଖ ହୋଇଛି । ତାହା ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ଜାନୁଆରୀ ୨୧ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.