IPS ସ୍ତରରେ ବଡ଼ ଧରଣର ଅଦଳବଦଳ, ସୁଧାଂଶୁ ଷଡଙ୍ଗୀ ହେଲେ ଟ୍ବିନ ସିଟି ପୋଲିସ କମିଶନର

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ । ସୁଧାଂଶୁ ଷଡଙ୍ଗୀ ହେଲେ ନୂଆ ପୋଲିସ କମିଶନର । ସତ୍ୟଜିତ ମହାନ୍ତିଙ୍କ ସ୍ଥାନ ନେଲେ ସୁଧାଂଶୁ ଷଡଙ୍ଗୀ । ସତ୍ୟଜିତ ମହାନ୍ତଙ୍କୁ ଜେଲ ବିଭାଗ ADG ଦାୟିତ୍ୱ । ମହେନ୍ଦ୍ର ପ୍ରତାପଙ୍କୁ ପ୍ରିଣ୍ଟିଂ ପ୍ରେସ୍‌ ନିର୍ଦ୍ଦେଶକ ଦାୟିତ୍ୱ । ପରିବହନ କମିଶନର ହେଲେ ସଞ୍ଜୀବ ପଣ୍ଡା। ଆର.ପି.କୋଚେଙ୍କୁ ADG ଆଇନ ଶୃଙ୍ଖଳା । SCRB ନିର୍ଦ୍ଦେଶକ ହେଲେ ରାଜେଶ କୁମାର । କେନ୍ଦ୍ରାଞ୍ଚଳ DIG ହେଲେ ଆଶିଷ କୁମାର ସିଂ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.