Below header

ମାଲକାନଗିରି: ୧୮ ଜଣଙ୍କୁ ଜାଲିଆତି କରି ଜମି ପଟ୍ଟା ପ୍ରଦାନ କରିବା ଘଟଣା: କାଲିମେଳା ତହସିଲ ଅଫିସ ରାଜସ୍ୱ ନିରୀକ୍ଷକ ଓ କନିଷ୍ଠ କିରାଣୀ ନିଲମ୍ବିତ

 ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରି ଜିଲ୍ଲାରେ ୧୮ ଜଣଙ୍କୁ ଜାଲିଆତି କରି ଜମି ପଟ୍ଟା ପ୍ରଦାନ କରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ । କାଲିମେଳା ତହସିଲ ଅଫିସ ରାଜସ୍ୱ ନିରୀକ୍ଷକ ସୁରେଶ କୁମାର ପୂଜାରୀ ଓ କନିଷ୍ଠ କିରାଣୀ ଦିବ୍ୟସିଂହ ପାଇକରାୟଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ।

ସରକାରୀ ନିୟମ ଉଲ୍ଲଂଘନ କରି ଏମାନେ ସରକାରୀ ଜମିକୁ ଚଞ୍ଚକତା କରି ୧୮ ଜଣଙ୍କୁ ପଟ୍ଟା ପ୍ରଦାନ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ଦୁଇ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.