ବାଲେଶ୍ୱରରୁ କୋଟିଏ ଟଙ୍କାର ଧଳାଜହର ଜବତ, ଦୁଇ ବେପାରୀ ଗିରଫ

ବାଲେଶ୍ୱର: ବାଲେଶ୍ୱରରୁ ଧଳାଜହର ଜବତ । କୋଟିଏ ଟଙ୍କାର ବ୍ରାଉନସୁଗର ଜବତ କରିଛି ଏସଟିଏଫ୍‌ । ସହଦେବଖୁଣ୍ଟା ଅଞ୍ଚଳରୁ ୧ କେଜି ୩୬୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି।

ଜବତ ବ୍ରାଉନସୁଗରର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ । ଏଥିରେ ସମ୍ପୃକ୍ତ ଦୁଇ ବେପାରୀଙ୍କୁ ଗିରଫ କରିଛି STF ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.