NTPC ରେ ମହିଳା ଇଂଜିନିୟରିଂ ଗ୍ରାଜୁଏଟଙ୍କ ପାଇଁ ଚାକିରି ସୁଯୋଗ, ଦରମା ମାସକୁ ପାଖାପାଖି ଦେଢ ଲକ୍ଷ

ନ୍ଯାସନାଲ ଥର୍ମାଲ ପାୱର କର୍ପୋରେସନ ଲିମିଟେଡ୍ (NTPC) ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଆପଣ ଯଦି ଇଚ୍ଛୁକ ତେବେ ଜଲଦି କରନ୍ତୁ ଆବେଦନ। ଏନଟିପିସିରେ ଇଂଜିନିୟରିଂ ଏକ୍ସକ୍ଯୁଟିଭ ଟ୍ରେନି ପଦରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଏହା କେବଳ ମହିଳା ଇଂଜିନିୟର ଗ୍ରାଜୁଏଟଙ୍କ ପାଇଁ ରହିଛି। ଏହି ପଦବୀରେ ଇଚ୍ଛୁକ ଥିବା ପ୍ରାର୍ଥୀ ଅଧିକାରକ ୱେବସାଇଟ ntpc.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏପର୍ଯ୍ଯନ୍ତ ଆବେଦନ କରିନାହାନ୍ତି, ତୁରନ୍ତ ଆବେଦନ କରଦିଅନ୍ତୁ। https://www.ntpccareers.net/ କୁ ଯାଇ ଏହି ଭର୍ତ୍ତି ପାଇଁ ଆବେଦନ କରିପାରିବେ।

ପଦବୀ ବିବରଣୀ: ୫୦

ଇଂଜିନିୟରିଂ ଏକ୍ସକ୍ଯୁଟିଭ ଟ୍ରେନି
ଇଲେକ୍ଟ୍ରିକାଲ
ମେକାନିକାଲ
ଇଲେକ୍ଟ୍ରୋନିକ୍ସ
ଇଷ୍ଟ୍ରୁମେଣ୍ଟେସନ

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୬ ମଇ ରହିଛି।

ଶିକ୍ଷାଗତ ଯୋଗ୍ଯତା : ଆବେଦନକାରୀ ପାଇଁ ଶିକ୍ଷାଗତ ଯୋଗ୍ଯତା BE/B.Tech ରହିଥିବା ଆବଶ୍ଯକ।

ବୟସ ସୀମା: ସର୍ବାଧିକ ୨୭ ବର୍ଷ

ଦରମା: ମାସିକ ୪୦,୦୦୦/୧,୪୦,୦୦୦ ଟଙ୍କା।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://www.ntpccareers.net/main/folders/Archives/advt/04.21%20Ad_Eng.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.