କଟକ : ନ୍ୟାୟ ପାଇଁ ଥାନାରେ ମହିଳା । ନ୍ୟାୟ ପାଇଁ ୫ଦିନ ହେଲା ଥାନାକୁ ଦୌଡି ଦୌଡି ନୟାନ୍ତ ହେଲେଣି ସାବିତ୍ରୀ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବଡଖିରୀ ଗାଁର ସରୋଜ କୁଅଁରଙ୍କ ଝିଅ, ସାବିତ୍ରୀ କୁଅଁର ସେହି ଗାଁର ସୁଦାମ ସାମଲଙ୍କ ପୁଅ ବିକ୍ରମ ସାମଲଙ୍କୁ ବିବାହ କରିଥିଲେ। ସେମାନେ ନିଶ୍ଚିନ୍ତକୋଇଲି ବଜାରରେ ଏକ ଭଡ଼ା ଘର ନେଇ ରହୁଥିଲେ। ସାବିତ୍ରୀଙ୍କୁ ତାଙ୍କ ସ୍ୱାମୀ ମାରପିଟ୍ କରୁଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏନେଇ ନ୍ୟାୟ ପାଇବା ପାଇଁ ସେ ଥାନାକୁ ବାରମ୍ବାର ଦୌଡୁଛନ୍ତି।
Next Post