ତାଳଚେର ଓ କଣିହାଁରୁ ଆସିଲା ସହିଦ ମାଟି

ଭୁବନେଶ୍ୱର : ଭୁବନେଶ୍ୱରରେ ହେବାକୁ ଥିବା ଓଡିଶାର ବୃହତ୍ତମ ସହିଦ ସ୍ମାରକୀ ସ୍ତମ୍ଭ ପାଇଁ ତାଳଚେର ଓ କଣିହାଁରୁ ପବିତ୍ର ମାଟି ସଂଗ୍ରହ କରାଯାଇଛି । ତାଳଚେର ସ୍ଥିତ ସହିଦ ସ୍ତମ୍ଭ ଓ କଣିହା ସ୍ୱାଧୀନତା ସଂଗ୍ରାମୀ ମେମୋରିଆଲରୁ ଏହି ପବିତ୍ର ମାଟିକୁ ସଂଗ୍ରହ କରାଯାଇ ଭୁବନେଶ୍ୱରକୁ ପଠାଯାଇଛି । ଅନୁଗୁଳ ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ଓ ପାଲଲହଡାର ପୂର୍ବତନ ବିଧାୟକଙ୍କ ସହ ସହିଦ ସ୍ମାରକୀ ସ୍ତମ୍ଭ କମିଟିର ସଦସ୍ୟମାନେ ଏହି ମାଟି ସଂଗ୍ରହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.