Below header

ପୁରୀ ବେଳାଭୂମିରେ ବାଲୁକା କଳାରେ ମକର ସଂକ୍ରାନ୍ତିର ଶୁଭେଚ୍ଛା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ବାଲୁକା କଳାରେ ମକର ସଂକ୍ରାନ୍ତିର ଅଭିନନ୍ଦନ। ପୁରୀ ବେଳାଭୂମିରେ ବାଲୁକା କଳାରେ ମକର ସଂକ୍ରାନ୍ତିର ଶୁଭେଚ୍ଛାକୁ ଗଢିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଦେଶର ବିଭିନ୍ନ ପ୍ରାନ୍ତରେ ଆଜିର ଦିନରେ ଲୋହରୀ, ପୋଙ୍ଗଲ, ବିହୁ, ସଂକ୍ରାନ୍ତି ଆଦି ପାଳନ କରାଯାଇଥାଏ। ଏହାକୁ ବାଲୁକା କଳା ମାଧ୍ୟମରେ ପ୍ରଦର୍ଶନ କରିଛନ୍ତି ସୁଦର୍ଶନ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.