କେନ୍ଦ୍ରୀୟ ଡେପୁଟେସନ୍ ରେ ଗଲେ ଆଇପିଏସ ସାରା ଶର୍ମା, CBIରେ ଡିଆଇଜି ଭାବେ ମିଳିଲା ଦାୟିତ୍ବ

କେନ୍ଦ୍ରୀୟ ଡେପୁଟେସନ୍ ରେ ଗଲେ ଆଇପିଏସ ସାରା ଶର୍ମା । CBIରେ ଡିଆଇଜି ଭାବେ ସାରା ଶର୍ମାଙ୍କୁ ଦାୟିତ୍ବ । ୨୦୧୦ ଓଡ଼ିଶା କ୍ୟାଡର IPS ସାରା ଶର୍ମା ।

(କେନ୍ୟୁଜ): କେନ୍ଦ୍ରୀୟ ଡେପୁଟେସନ୍ ରେ ଗଲେ ଆଇପିଏସ ସାରା ଶର୍ମା । CBIରେ ଡିଆଇଜି ଭାବେ ସାରା ଶର୍ମାଙ୍କୁ ଦାୟିତ୍ବ । ୨୦୧୦ ଓଡ଼ିଶା କ୍ୟାଡର IPS ସାରା ଶର୍ମା । ୫ ବର୍ଷ ପାଇଁ CBIରେ ଡିଆଇଜି ଭାବେ ଦାୟିତ୍ବ ତୁଲାଇବେ । ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ତୁରନ୍ତ ନୂତନ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.