କୋର୍ଟରେ ହାଜର ହେଲେ ସାରଥି ବାବା

ଓଡିଶା ବାସୀ ଭୁଲି ନଥିବେ କେଳେଙ୍କାରୀ ବାବା ସାରଥୀଙ୍କୁ । ଆଜି କୋର୍ଟରେ ହାଜର ହେଲେ ସାରଥି ବାବା । ଏସସିଏସଟି କୋର୍ଟରେ ହାଜର ହୋଇଛନ୍ତି ସାରଥି ବାବା ଓରଫ ସନ୍ତୋଷ ରାଉଳ । କ୍ରାଇମବ୍ରାଞ୍ଚର ମୂଳ ମାମଲାର ଚାର୍ଜଫ୍ରେମ୍ ପାଇଁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । କିନ୍ତୁ କୋର୍ଟରେ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କ ଅନୁପସ୍ଥିତ ଯୋଗୁ ଚାର୍ଜଫ୍ରେମ ହୋଇପାରିଲା ନାହିଁ । ତେଣୁ କ୍ରାଇମବ୍ରାଂଚ ଆସନ୍ତା ୧୭ତାରିଖରେ ଚାର୍ଜପ୍ରେମ ଦାଖଲ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.