ସାଉଦିରେ ପାଳନ ହେଲା ଉତ୍କଳ ଦିବସ, ଦେଖିବାକୁ ମିଳିଲା ଓଡିଶାର କଳା ଏବଂ ସଂସ୍କୃତି

ଓଡିଶା ଆସୋସିଏସନ୍ ଅଫ ସାଉଦି ଆରବିଆ କଳିଙ୍ଗାନ (କଝଇ) ଏପ୍ରିଲ ମାସ ୧୨ ତାରିଖ ଦିନ ପାଳନ କରିଥିଲେ ଉତ୍କଳ ଦିବସ ଓ ଅନୁଷ୍ଠାନର ବାର୍ଷିକ ଉତ୍ସବ। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ତଥା ର ଅଧ୍ୟକ୍ଷ ଡକ୍ତର ଦେବ ମହାନ୍ତି ଓ ସମ୍ମାନୀୟ ଅତିଥି ଭାବେ ଓଲିଉଡ଼ ତାରକା ଜ୍ୟୋତି ରଞ୍ଜନ ଯୋଗ ଦେଇଥିଲେ।

group

ଏହି ଉତ୍ସବରେ ସମଗ୍ର ସାଉଦି ଆରବର କୋଣଅନୁକୋଣରୁ ଓଡିଆମାନେ ତାଙ୍କ ପରିବାର ସହ ଯୋଗ ଦେଇଥିଲେ। ଏହି ସମୟରେ ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ କାର‌୍ୟ୍ୟକ୍ରମ ହୋଇଥିଲା। ଏଥିରେ କଳିଙ୍ଗରୁ ଆରମ୍ଭ କରି ଓଡିଶା ର ସମସ୍ତ ଇତିହାସର ବର୍ଣ୍ଣାନା ମଧ୍ୟ କରଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.