Below header

ଜାନୁଆରୀରେ ଖୋଲିବ ସ୍କୁଲ୍, ଅତି କମରେ ୧୦୦ ଦିନ ପଢାଯିବ ପାଠ: ସମୀର ଦାଶ

ଭୁବନେଶ୍ବର: ଜାନୁଆରୀରେ ଖୋଲିବ ସ୍କୁଲ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ। ଛୁଟି ଦିନରେ ବି ପାଠପଢ଼ା ହେବ । ଶନିବାର ଓ ରବିବାର ବି କ୍ଲାସ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

କେବଳ ପର୍ବପର୍ବାଣୀରେ ସ୍କୁଲ ବନ୍ଦ ରହିବ। ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ଦିଆଯିବ। ଅତିକମ୍‌ରେ ଶହେ ଦିନ ପାଠପଢା ଯିବା ପରେ ପରୀକ୍ଷା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.