ଆସନ୍ତା କାଲିଠାରୁ ରାଜଧାନୀ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର(କେନ୍ୟୁଜ୍): ଆସନ୍ତା କାଲିଠାରୁ ରାଜଧାନୀ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେବ। RMRCର ଟେକ୍ନିକାଲ ଓ ଭୁବନେଶ୍ୱର ମହାନଗର ନିଗମ(BMC)ର ପ୍ରଶାସନିକ ଅଧିକାରୀ ମିଳିତ ଭାବେ ଏହି ସର୍ଭେ କରିବେ ବୋଲି  ଜଣା ପଡିଛି।  ବିଏମସିର ୨୫ଟି ୱାର୍ଡରେ ୨ଟି ଗ୍ରୁପ୍- କମ୍ୟୁନିଟି ଓ ହାଇ ରିସ୍କ ବ୍ୟକ୍ତିଙ୍କର ଦ୍ୱିତୀୟ ପର୍ଯ୍ୟାୟରେ ସେରୋ ସର୍ଭେ କରାଯିବ।  ପ୍ରଥମ ଦୁଇ ଦିନରେ ୧୫ ଶହ ସାମ୍ପଲ୍ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.