ଜୟପୁର ସହରରେ ଲାଗୁହେଲା ୧୪୪ ଧାରା

ଜୟପୁର ସହରରେ ଲାଗୁହେଲା ୧୪୪ ଧାରା । ଆଜିଠୁ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଛି । ଏହି ସାତ ଦିନ ଅପରାହ୍ଣ ୩ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ୧୪୪ ଧାରା ହୋଇଛି । ହନୁମାନ ଜୟନ୍ତୀକୁ ଆଖି ଆଗରେ ରଖି ଉପଖଣ୍ଡ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି । ଶାନ୍ତି ଶୃଙ୍ଖଳା ପାଇଁ ସହରର ବିଭିନ୍ନ ଛକରେ ମୁତୟନ ରହିବେ ପୋଲିସ ।

ଜୟପୁର(କେନ୍ୟୁଜ୍) : ଜୟପୁର ସହରରେ ଲାଗୁହେଲା ୧୪୪ ଧାରା । ଆଜିଠୁ ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଛି । ଏହି ସାତ ଦିନ ଅପରାହ୍ଣ ୩ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ୧୪୪ ଧାରା ହୋଇଛି । ହନୁମାନ ଜୟନ୍ତୀକୁ ଆଖି ଆଗରେ ରଖି ଉପଖଣ୍ଡ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି ।

ଶାନ୍ତି ଶୃଙ୍ଖଳା ପାଇଁ ସହରର ବିଭିନ୍ନ ଛକରେ ମୁତୟନ ରହିବେ ପୋଲିସ । ଏହି ସମୟରେ ୨ ଜଣଙ୍କଠୁ ଅଧିକ ବ୍ୟକ୍ତି ଏକାଠି ହେବେନି । ଆଜିଠାରୁ ୩ ଦିନ ଯାଏ ସକାଳ ୯ ଟାରୁ ଅପରାହ୍ଟ ୩ ଟା ୧୪୪ ଧାରା ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.