କେନ୍ଦୁଝରରେ ବଢ଼ୁଛି ସଂକ୍ରମଣ, ସମସ୍ତ ସହରାଞ୍ଚଳ ଓ ଗ୍ରାମ ପଞ୍ଚାୟତଗୁଡିକରେ ଲାଗୁ ହେଲା ୧୪୪ ଧାରା

କେନ୍ଦୁଝର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ। ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦୁଝରର ସମସ୍ତ ସହରାଞ୍ଚଳ ଓ ଗ୍ରାମ ପଞ୍ଚାୟତଗୁଡିକରେ ଲାଗୁ ହେଲା ୧୪୪ ଧାରା। ଏବେ ସ୍ଥାନୀୟ ଅଞ୍ଚଳରେ ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.