ବରିଷ୍ଠ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ହୃଦଘାତରେ ପରଲୋକ

ଭୁବନେଶ୍ବର(କେନ୍ଯୁଜ୍): ବରିଷ୍ଠ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ହୃଦଘାତରେ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ଓଡ଼ିଆ ସିନେମା କ୍ରାନ୍ତିଧାରା ଓ ଟେଲିଫିଲ୍ମ ପ୍ରାୟଶ୍ଚିତରେ ସେ ଉଚ୍ଚକୋଟୀର ଅଭିନୟ କରିଥିଲେ। ଏହା ବ୍ଯତିତ ଅନେକ ଓଡ଼ିଆ ସିନେମା ଓ  ଧାରାବାହିକରେ ସେ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ଛାପ ଛାଡିଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.