ଶ୍ରୀମନ୍ଦିରର ଶୃଙ୍ଖଳିତ ପୋଷାକ ପରିଧାନର ସଚେତନତା, ଶ୍ରଦ୍ଧାଳୁଙ୍କୁ ଧୋତି ପିନ୍ଧାଇଲେ ସେବାୟତ

ଶ୍ରୀମନ୍ଦିରର ଶୃଙ୍ଖଳିତ ପୋଷାକ ପରିଧାନର ସଚେତନତା । ସର୍ଟ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧିଥିବା ଶ୍ରଦ୍ଧାଳୁଙ୍କୁ ସିଂହଦ୍ଵାର ନିକଟରେ ଅଟକାଇ ଧୋତି ପିନ୍ଧାଇଥିଲେ ସେବାୟତ । ଭକ୍ତଙ୍କୁ ଧୋତି ପିନ୍ଧାଇବା ସହ ଶ୍ରୀମନ୍ଦିର ପରମ୍ପରା ଓ ନିୟମ ଉପରେ ଅବଗତ କରାଇଛନ୍ତି ।

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଧୋତି ପିନ୍ଧାଇଲେ ସେବାୟତ । ଶ୍ରୀମନ୍ଦିରର ଶୃଙ୍ଖଳିତ ପୋଷାକ ପରିଧାନର ସଚେତନତା । ସର୍ଟ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧିଥିବା ଶ୍ରଦ୍ଧାଳୁଙ୍କୁ ସିଂହଦ୍ଵାର ନିକଟରେ ଅଟକାଇ ଧୋତି ପିନ୍ଧାଇଥିଲେ ସେବାୟତ । ଭକ୍ତଙ୍କୁ ଧୋତି ପିନ୍ଧାଇବା ସହ ଶ୍ରୀମନ୍ଦିର ପରମ୍ପରା ଓ ନିୟମ ଉପରେ ଅବଗତ କରାଇଛନ୍ତି ।

ନୂଆ ବର୍ଷ ଠାରୁ ଶ୍ରୀ ମନ୍ଦିରରେ ପ୍ରବେଶ ଲାଗି ଭକ୍ତ ଙ୍କ ଶାଳୀନତା ପୋଷାକ ବାଧ୍ୟତାମୂଳକ ଭାବେ ଲାଗୁ କରାଯିବ l ପୂର୍ବରୁ ସବୁ ସ୍ତରରେ ସଚେତନ କରାଯାଉଛି l ଆଜି କିଛି ଭକ୍ତଙ୍କୁ ଶ୍ରୀ ମନ୍ଦିର ସମ୍ମୁଖ ସିଂଘ ଦ୍ୱାର ନିକଟରେ ସେବାୟତ ମାନେ ଧୋତି ପିନ୍ଧାଇବା ର ଦୃଶ୍ୟ ଦେଖିବାକୁ ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.