ବାଂଲାଦେଶରେ ଡ୍ରେସକୋଡ୍ ଉପରେ ବ୍ୟାନ୍ ନିଷ୍ପତ୍ତି, ବିବାଦ ପରେ ନିର୍ଦ୍ଦେଶ ପ୍ରତ୍ୟାହାର
ବାଂଲାଦେଶରେ ତାଲିବାନ ଯୁଗ । ମହିଳାଙ୍କ ପୋଷାକ ଉପରେ ବ୍ୟାନ । ସର୍ଟସ, ସ୍ଲିଭଲେସ ଏବଂ ଲେଗିଙ୍ଗସ ପିନ୍ଧିପାରିବେନି ମହିଳା । କେବଳ ଶାଢୀ, ସାଲୱାର କମିଜ ଏବଂ ଅନ୍ୟ ଶାଳୀନ ତଥା ଏଥନିକ ପୋଷାକ ପିନ୍ଧି ଅଫିସ ଆସିବେ ମହିଳା । ସେହିପରି ପୁରୁଷଙ୍କ ପୋଷାକ ଉପରେ ମଧ୍ୟ ନିୟମାବଳୀ ଲାଗୁ…