ଚୌଦ୍ବାର : ଫାର୍ମ ହାଉସରୁ ସେକ୍ସ ରାକେଟର ପର୍ଦ୍ଦାଫାସ ପରେ ୪ ଗିରଫ, ନଦୀକୁ ଡେଇଁ ଚମ୍ପଟ ମାରିଲେ ଯୁବକ

କଟକ(କେନ୍ଯୁଜ୍) : କଟକ ଚୌଦ୍ୱାର ଥାନା ଅନ୍ତର୍ଗତ ମଣ୍ଡାପଡ଼ା ଗାଁ ନିକଟ ଏକ ଫାର୍ମ ହାଉସରୁ ସେକ୍ସ ରାକେଟର ପର୍ଦ୍ଦାଫାସ ହୋଇଛି ।

sexxଘଟଣାରେ ଫାର୍ମା ହାଉସର କେୟାର ଟେକରଙ୍କ ସହ ଜଣେ ଯୁବତୀ ଓ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ଫାର୍ମା ହାଉସଟି ବୀରୁପା ନଦୀ କୂଳରେ ରହିଛି । ଚଢ଼ାଉ ସମୟରେ ଜଣେ ଯୁବକ ନଦୀକୁ ଡେଇଁ ଚମ୍ପଟ ମାରିଥିଲେ । ପୋଲିସ ଏ ଘଟଣାରେ ତିନିଟି ମୋଟର ସାଇକଲ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.